ସନ୍ତମସ Santamasa

  • ସଂ. ବି (ସମ୍= ସମ୍ୟକ୍+ତମସ୍=ଅନ୍ଧକାର+ଅ) — ନିବିଡ଼ ଅନ୍ଧକାର — Dense darkness; utter darkness
  • ସଂ. ବି (ସମ୍= ସମ୍ୟକ୍+ତମସ୍=ଅନ୍ଧକାର+ଅ) — (ଲକ୍ଷଣାର୍ଥ) ଅତିଶୟ ମୋହ ବା ମହାମାୟା ରୂପ ଅନ୍ଧକାର; ମୋହାନ୍ଧକାର; ମହାମୋହ — (figurative) Spiritual stupefaction (compared to darkness)