ସନ୍ତ ଖରଚ Santa kharacha

  • ପ୍ରାଦେ. (ଗଞ୍ଜାମ) ବି. (ଗଞ୍ଜାମୀ ଓଡ଼ିଆ ମହାଜନମାନଙ୍କ ବ୍ଯବହୃତ) — ମହାଜନଙ୍କର ବା ଦୋକାନୀଙ୍କର ନିଜର ବସାଖରଚ ଓ ବ୍ଯକ୍ତିଗତ ଖରଚ — Private expenses and fooding expenses incurred by a trader or shop-keeper