ସନିଷ୍ଠେବ Sanishṭheba

  • ସଂ. ବି (କ୍ଳୀ)—(ସହାର୍ଥେ ବହୁବ୍ରୀହି; ସ=ସହିତ+ ନିଷ୍ଠୀବ, ନିଷ୍ଠେବ=ଛେପ) — ଅମ୍ବୁକୃତ; ନିଷ୍ଠୀବନଯୁକ୍ତ କାବ୍ୟ (ମୁହଁରୁ ଛେପକଣା ବାହାରୁଥିବା ଅବସ୍ଥାରେ କହାଯିବା କଥା) — Words uttered while spitting