ସନିର୍ବନ୍ଧ Sanirbandha

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ=ସହିତ+ନିର୍ବନ୍ଧ= ବିଶେଷ ଜିଗର) — ଖୁବ୍ ଜିଗର ସହିତ କରାଯିବା (ଅନୁରୋଧ) — Very importune (request)