ସନିଧ୍ୟାନ Sanidhyāna

  • ଗ୍ରା. ବି (ସଂ. ସନ୍ନିଧାନ) — ସନ୍ନିଧାନ; ନିକଟ — Nearness; propinquity
  • ଗ୍ରା. ବି (ସଂ. ସନ୍ନିଧାନ) — [ଉ—ତାହାଙ୍କୁ ମୋର ସନିଧାନ, ଆସି ନ ଦେବ, କଦାଚନ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।]