ସନାଟ ମାରିବା Sanāṭa māribā

  • ପ୍ରାଦେ. (ବାଲେଶ୍ୱର) କ୍ରି — ସନାଟି ଆସିବା (ଦେଖ) — Sanāṭi āsibā (See)
  • ପ୍ରାଦେ. (ବାଲେଶ୍ୱର) କ୍ରି — [ଦ୍ର—ଖାଁଚ ଖାଇଲା ପରେ ରୋହି ପ୍ରଭୃତି କେତେକ ମାଛ ଖୁବ୍ ଜୋରରେ ସନାଟ ମାରନ୍ତି।]