ସନାକ୍ତ କରିବା Sanākta karibā

  • ଦେ. କ୍ରି. (କଚିରିଆ) — କୌଣସି ବ୍ଯକ୍ତିକୁ ବା ବସ୍ତୁକୁ ଚିହ୍ନିବା; ଚିହ୍ନୋଟ କରିବା — To identify a thing or a person
  • ଦେ. କ୍ରି. (କଚିରିଆ) — [ଦ୍ର—ସେହି ଲାସ ତନ୍ତିଆଣି ଶାରିଆର ଥିବାର ଗୋବରା ସନାକ୍ତ କଲା। ଫକୀରମୋହନ, ଛଅମାଣ ଆଠଗୁଣ୍ଠ]