ସଧ୍ର୍ୟଙ୍ Sadhryaṅ

  • ସଂ. ବି. ପୁଂ—(ସ=ସହ+ଅନ୍ଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍; ନିପାତନ ସଧ୍ର୍ୟଚ୍ ଶବ୍ଦ 1 ମା. 1 ବ; ଯେ ସର୍ବଦା ସଙ୍ଗେ ସଙ୍ଗେ ଗମନ କରେ) — ସହଚର; ସଙ୍ଗୀ — Companion; associate; mate
  • ସଂ. ବି. ପୁଂ—(ସ=ସହ+ଅନ୍ଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍; ନିପାତନ ସଧ୍ର୍ୟଚ୍ ଶବ୍ଦ 1 ମା. 1 ବ; ଯେ ସର୍ବଦା ସଙ୍ଗେ ସଙ୍ଗେ ଗମନ କରେ) — ସହାୟ; ସାହାଯ୍ୟକାରୀ — Assistant