ସଧର୍ମ୍ମା Sadharmmā

  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସମାନ ଅଟେ ଧର୍ମ୍ମନ୍= ଧର୍ମ୍ମ ଯାହାର; 1 ମା. 1 ବ) — ଏକ ଧର୍ମାକ୍ରାନ୍ତ — Of the same religion
  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସମାନ ଅଟେ ଧର୍ମ୍ମନ୍= ଧର୍ମ୍ମ ଯାହାର; 1 ମା. 1 ବ) — ଏକ ଧର୍ମାବଲମ୍ବୀ — Professing the same religions
  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସମାନ ଅଟେ ଧର୍ମ୍ମନ୍= ଧର୍ମ୍ମ ଯାହାର; 1 ମା. 1 ବ) — ଏକ ସ୍ୱାଭାବିକ ଗୁଣଯୁକ୍ତ — Possessing the same attribute or quality
  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସମାନ ଅଟେ ଧର୍ମ୍ମନ୍= ଧର୍ମ୍ମ ଯାହାର; 1 ମା. 1 ବ) — ଏକରୂପ; ସଦୃଶ; ତୁଲ୍ୟ — Similar