ସଧର୍ମିଣୀ Sadharmiṇī

  • ସଂ. ବିଣ. ସ୍ତ୍ରୀ (ସଧର୍ମୀନ୍+ସ୍ତ୍ରୀ. ଈ) — ଏକ ଧର୍ମାକ୍ରାନ୍ତ; ସଧର୍ମା ଓ ସଧର୍ମୀର ସ୍ତ୍ରୀଲିଙ୍ଗ — Feminine of Sadharmā and Sadharmī
  • ସଂ. ବି. ସ୍ତ୍ରୀ — ଧର୍ମପତ୍ନୀ; ଭାର୍ଯ୍ୟା — one's better half; one's wedded wife