ସଦୟ ହୃଦୟ Sadaya hṛudaya

  • ସଂ. ବି—(କର୍ମଧା) — ଦୟାମୟ ଚିତ୍ତ — Kind heart
  • ବିଣ. ପୁଂ— — (ବହୁବ୍ରୀହି) ଯାହାର ହୃଦୟ ଦୟାପୂର୍ଣ୍ଣ ଅଟେ — Of a kind heart; kind-hearted