ସଦ୍ଧେତୁ Saddhetu

  • ସଂ. ବି (ସତ୍+ହେତୁ)—(ନ୍ଯାୟଶାସ୍ତ୍ର) — ହେତ୍ୱାଭାସ ଦୋଷ ରହିତ ପ୍ରତିଜ୍ଞା — (Logic) A proposition to be proved in which the attribute is inherent