ସଦ୍ଗୋପ Sad-gopa
- ଦେ. ବି — ଧଳଭୂମିର ଓଡ଼ିଆ ଗୋପ ବା ଗଉଡ଼— ମାନଙ୍କ ଜାତିର ଶାଖା ବିଶେଷ — A sub caste amongst the cowherds of Dhalbhum
- ଦେ. ବି — [ଦ୍ର—ଏମାନେ ଓଡ଼ିଶାର ଶୂଦ୍ରମାନଙ୍କ ପରି ମୃତକାଶୌଚରେ 10 ଦିନରେ ଶୁଦ୍ଧି ହୁଅନ୍ତି। ଏମାନଙ୍କର କୁଳପୁରୋହିତ ଓଡ଼ିଆ ବ୍ରାହ୍ମଣ।] — [ଦ୍ର—ଏମାନେ ଓଡ଼ିଶାର ଶୂଦ୍ରମାନଙ୍କ ପରି ମୃତକାଶୌଚରେ10ଦିନରେ ଶୁଦ୍ଧି ହୁଅନ୍ତି ଏମାନଙ୍କର କୁଳପୁରୋହିତ ଓଡ଼ିଆ ବ୍ରାହ୍ମଣ]
- ଦେ. ବି — ବଙ୍ଗଦେଶର ଶୂଦ୍ର ବା ବୈଶ୍ୟ ଜାତି ବିଶେଷ — A caste of Sudras or Ba̲i̱ṡyas in Bengal