ସଦ୍ଗୁରୁ ବୋଧଗମ୍ୟ Sad-guru bodhagamya

  • ସଂ. ବିଣ (କର୍ମଧା; ସତ୍+ଗୁରୁ; 3 ୟା ତତ୍; ସଦ୍ଗୁରୁଙ୍କଦ୍ୱାରା ବୋଧଗମ୍ୟ) — ଯେଉଁ ବିଷୟ ସଦ୍ଗୁରୁଙ୍କ ସାହାଯ୍ୟରେ ବୁଝିବାକୁ ଶିଷ୍ୟ କ୍ଷମ ହୁଏ — (a subject) Capable of being clearly explained by a fit preceptor