ସଦ୍ ବ୍ୟବହାର Sad-byabahāra

  • ସଂ. ବି (କର୍ମଧା) — ସମୁଚିତ ବ୍ଯବହାର — Good or proper use
  • ସଂ. ବି (କର୍ମଧା) — ଉତ୍ତମ ବ୍ଯବହାର — Good treatment
  • ସଂ. ବି (କର୍ମଧା) — ଉତ୍ତମ ଆଚରଣ — Good conduct
  • ସଂ. ବି (କର୍ମଧା) — ପ୍ରଶଂସ୍ୟ କାରବାର ବା ଜୀବିକା — A noble profession; a laudable or honest business