ସଦ୍ ବୃତ୍ତ Sad-bṛutta

  • ସଂ. ବି (କର୍ମଧା; ସତ୍+ବୃତ୍ତ) — ସତ୍ ବ୍ଯବହାର — 1. Good behaviour
  • ସଂ. ବି (କର୍ମଧା; ସତ୍+ବୃତ୍ତ) — ସଚ୍ଚରିତ୍ର — Good conduct
  • ବିଣ. (ସତ୍ଅଟେ ବୃତ୍ତ=ବ୍ଯବହାର ଯାହାର; ବହୁବ୍ରୀହି) — ସଚ୍ଚରିତ୍ର ବିଶିଷ୍ଟ — Of good conduct
  • ବିଣ. (ସତ୍ଅଟେ ବୃତ୍ତ=ବ୍ଯବହାର ଯାହାର; ବହୁବ୍ରୀହି) — ସମ୍ପୂର୍ଣ୍ଣ ରୂପେ ଗୋଲ; ସୁଗୋଲ — Well-rounded; fully circular