ସଦ୍ ବୃତ୍ତି Sad-bṛutti

  • ସଂ. ବି (କର୍ମଧା; ସତ୍+ବୃତ୍ତି) — ସବ୍ଦ୍ୟବହାର — Good conduct
  • ସଂ. ବି (କର୍ମଧା; ସତ୍+ବୃତ୍ତି) — ଉତ୍ତମ ଜୀବିକା — Noble profession or livelihood; honest business
  • ସଂ. ବି (କର୍ମଧା; ସତ୍+ବୃତ୍ତି) — ଶବ୍ଦାଖ୍ୟାନ ଗ୍ରନ୍ଥ ବିଶେଷ — A very good commentary
  • ସଂ. ବି (କର୍ମଧା; ସତ୍+ବୃତ୍ତି) — ଉତ୍ତମ ଚରିତ; ଉତ୍ତମ ଲୋକମାନଙ୍କ ସମ୍ବନ୍ଧେ ବିବରଣ — A commentary containing description of good people