ସଦ୍ ବୃତ୍ତି ଭାକ୍ Sad-bṛutti bhāk

  • ସଂ. ବିଣ. ପୁଂ (ସଦ୍ ବୃତ୍ତି+ଭଜ୍ ଧାତୁ=ପାଇବା+ କର୍ତ୍ତୃ, କ୍ୱିପ୍; ସଦ୍ବୃତ୍ତିଭାଜ୍, ଶବ୍ଦ; 1 ମା. 1 ବ) — ସଦ୍ବୃତ୍ତି ବିଶିଷ୍ଟ — 2. Of good conduct
  • ସଂ. ବିଣ. ପୁଂ (ସଦ୍ ବୃତ୍ତି+ଭଜ୍ ଧାତୁ=ପାଇବା+ କର୍ତ୍ତୃ, କ୍ୱିପ୍; ସଦ୍ବୃତ୍ତିଭାଜ୍, ଶବ୍ଦ; 1 ମା. 1 ବ) — ଉତ୍ତମ ଜୀବିକା ଅବଲମ୍ବନକାରୀ — Pursuing a noble or honest profession