ସଦ୍ ବିବେଚନ Sad-bibechana

  • ସଂ. ବି — ସୁବିବେଚନା; ଉତ୍ତମ ବିବେଚନା — Good or just consideration
  • ସଂ. ବି — ଭଲ ମନ୍ଦ ବାଛିବା— ବିଷୟରେ ନିପୁଣତା — Proper discrimination