ସଦ୍ ଜ୍ଞାନ Sad-jn̄āna

  • ଦେ. ବି — ସଜ୍ ଜ୍ଞାନ (ଦେଖ) — Saj-jn̄āna (See)
  • ଦେ. ବି — [ଦ୍ର—ସଂସ୍କୃତ ନିୟମାନୁସାରେ 'ସତ୍+ଜ୍ଞାନ' ସନ୍ଧି ହେଲେ 'ସଜ୍ ଜ୍ଞାନ' ହୁଏ, ତେଣୁ 'ସଦ୍ ଜ୍ଞାନ' ବ୍ୟାକରଣ ମତେ ଅସିଦ୍ଧ। 'ସଜ୍ ଜ୍ଞାନ' ତଳେ ନୋଟ୍ ଦେଖ।]