ସଦୃଷ୍ଟାନ୍ତବାଦୀ Sadṛusṭānṭa bādī

  • ସଂ. ବିଣ. ପୁଂ — ଉପଯୁକ୍ତ ଦୃଷ୍ଟାନ୍ତ ଦର୍ଶାଇବାକୁ କ୍ଷମ — Able to cite similer instances or similes in speech
  • ସଂ. ବି. ପୁଂ — ଯେଉଁ ବ୍ଯକ୍ତି କଥାବାର୍ତ୍ତାରେ ଉପଯୁକ୍ତ ଦୃଷ୍ଟାନ୍ତ ବ୍ଯବହାର କରନ୍ତି — A person who uses similes or similar instances in ordinary conversation