ସଦୃଶ ବ୍ୟବସ୍ଥା Sadṛuṡa byabasthā

  • ଦେ. ବି (ଆଧୁନିକ ପ୍ରୟୋଗ) — ହୋମିଓପାଥି ଚିକିତ୍ସା — Homeopathy; the system of Homeopathic treatment
  • ଦେ. ବି (ଆଧୁନିକ ପ୍ରୟୋଗ) — [ଦ୍ର—ଏହି ଚିକିତ୍ସା— ନୀତିର ବ୍ଯବସ୍ଥା ଏହି କି, ଯେଉଁ ଦ୍ରବ୍ୟ ସେବନ କଲେ କୌଣସି ରୋଗ ବା ରୋଗର ଲକ୍ଷଣ ଉତ୍ପନ୍ନ ହୁଏ, ପୁଣି ସେହି ଦ୍ରବ୍ୟର ଅଳ୍ପମାତ୍ରା ପ୍ରୟୋଗ ଦ୍ୱାରା ସେହି ରୋଗର ନିରାକରଣ ହୁଏ।]