ସଦାଶ୍ରିତ Sadāṡrita

  • ସଂ. ବିଣ. ପୁଂ (ସତ୍+ଆଶ୍ରିତ) — ଯେ ସାଧୁ ବ୍ଯକ୍ତିଙ୍କ ଆଶ୍ରୟ ଗ୍ରହଣ କରି ଅଛନ୍ତି — One who has taken shelter under a good man
  • ସଂ. ବିଣ. ପୁଂ (ସତ୍+ଆଶ୍ରିତ) — (ସଦା+ଆଶ୍ରିତ) (କୌଣସି ବ୍ଯକ୍ତିଙ୍କର) ସର୍ବଦା ଆଶ୍ରୟାଧୀନ — Always dependent on