ସଦାମୁନି Sadāmuni

  • ସଂ. ବି — ଯେଉଁ ଗୃହସ୍ଥ ସର୍ବଦା ମୁନିବୃତ୍ତି ଅବଲମ୍ବନ କରନ୍ତି (ଅର୍ଥାତ୍ ମଦ୍ୟ ଓ ଆମିଷାଦି ଭକ୍ଷଣ ନ କରି, ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରନ୍ତି) — A householder who practises abstinence in food, drink and sexual matters; a householder practising continence