ସଦାବର୍ତ୍ତି ମଠ Sadābartti maṭha

  • ଦେ. ବି — ଖଇରାତ ମଠ; ଯେଉଁ ମଠରେ ସମାଗତ ଅତିଥି ଓ ବୈରାଗୀ ମାନଙ୍କୁ ଆଶ୍ରୟ ଓ ଭୋଜନାଦି ଦେବା ନିମନ୍ତେ ସମ୍ପତି ଖଞ୍ଜାଥାଏ — Charitable endowments