ସଦାପ୍ରଭୁ Sadāprabhu

  • ଦେ. ବି (ଖ୍ରୀଷ୍ଟିଆନ ଧର୍ମପ୍ରଚାରକମାନଙ୍କ ବାଇବେଲ୍ ଅନୁବାଦ ଆଦିରେ ବ୍ଯବହୃତ ଶବ୍ଦ) — ପରମେଶ୍ୱର; ସନାତନ ପ୍ରଭୁ — The Eternal God