ସଦାଚାର ନିଷ୍ଠା Sadāchāra nishṭhā

  • ସଂ. ବିଣ. ସ୍ତ୍ରୀ (ସଦାଚାରନିଷ୍ଠ+ଆ) — ସଦାଚାର— ନିଷ୍ଠର ସ୍ତ୍ରୀଲିଙ୍ଗ — The feminine form of Sadāchāra nishṭha
  • ସଂ. ବି (ସଦାଚାର +ନିଷ୍ଠା; 7 ମୀ ତତ୍) — ସଦାଚାର ପ୍ରତି ଅତ୍ୟାସକ୍ତି — Reverence or respect for approved course of conduct