ସଦର ସବ୍ରେଜେଷ୍ଟରି କଚିରି Sadara sab-rejeshṭari kachiri

  • ବୈଦେ. ବି. (ଆ. ସଦର; ଇଂ. ରେଜିଷ୍ଟ୍ରୀ+ଇଂ. ଅଫିସ୍; ଫା. କଚହରୀ) — ଜିଲ୍ଲାର ରାଜଧାନୀ ସ୍ଥାପିତ ଯେଉଁ କଚିରିରେ ଦଲିଲ— ମାନ ରେଜିଷ୍ଟରି କରାଯାଏ — Sadar Subregistration Office