ସଦର ସବ୍ରେଜିଷ୍ଟ୍ରାର୍ Sadara sab-rejishṭrār

  • ବୈଦେ. ବି (ଆ. ସଦର ଓ ଇଂ. ସବ୍ରେଜିଷ୍ଟ୍ରାର୍) — ଜିଲ୍ଲାର ରାଜଧାନୀରେ ଯେଉଁ କର୍ମଚାରୀ ଦଲିଲମାନ ରେଜିଷ୍ଟରି କରନ୍ତି — The Subregistrar of deeds stationed at the headquarters of a District; the District Subregistrar
  • ବୈଦେ. ବି (ଆ. ସଦର ଓ ଇଂ. ସବ୍ରେଜିଷ୍ଟ୍ରାର୍) — [ଦ—ଜିଲ୍ଲାର ରାଜଧାନୀରେ ଯେଉଁ ଉଚ୍ଚ ପାହ୍ୟାର କର୍ମଚାରୀ ଜିଲ୍ଲାର ସମସ୍ତ ସବ୍— ରେଜିଷ୍ଟରୀ ଅଫିସର କାର୍ଯ୍ୟ ତନଖିବା ପାଇଁ ଓ ସବୁ ସବ୍ରେଜିଷ୍ଟର୍ମାନଙ୍କ ଆଦେଶ ବିରୁଦ୍ଧରେ ଅପିଲ୍ ବୁଝିବା ନିମନ୍ତେ ନିଯୁକ୍ତି ହୁଅନ୍ତି ତାକୁ ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରରି — (District Registrar)ବୋଲାଯାଏ]