ସଦର ମହକୁମା Sadara mahakumā
- ବୈଦେ. ବି (ଆ. ସଦର ଓ ଫା. ମହକମା) — ଜିଲ୍ଲାର ରାଜଧାନୀସ୍ଥ ରାଜକୀୟ ବିଚାରାଳୟ ଓ କାର୍ଯ୍ୟାଳୟ ଆଦି ସରକାରୀ ଅନୁଷ୍ଠାନମାନ — The offices and courts in the headquarters of a District
- ବୈଦେ. ବି (ଆ. ସଦର ଓ ଫା. ମହକମା) — ଜିଲ୍ଲାର ରାଜଧାନୀ — The headquarters of a District
- ବୈଦେ. ବି (ଆ. ସଦର ଓ ଫା. ମହକମା) — ସଦର ସବ୍ଡିଭିଜନ୍; ଯେଉଁ ସବ୍ଡିଭିଜନରେ ଜିଲ୍ଲାର ରାଜଧାନୀ ଅବସ୍ଥିତ — The Sudder Subdivision of a District; the Headquarters Subdivision of a District