ସଦର ମପସଲ Sadara mapasala
- ବୈଦେ. ବି (ଆ. ସଦର+ଆ. ମୁଫସ୍ସଲ; ବିପରୀତାର୍ଥକ ସହଚର — ଜିଲ୍ଲାର ରାଜଧାନୀ ଓ ମଫସଲ; ସହର ଓ ଦେଶ — The town and the country; the headquarters and the interior of a District
- ବୈଦେ. ବି (ଆ. ସଦର+ଆ. ମୁଫସ୍ସଲ; ବିପରୀତାର୍ଥକ ସହଚର — ଲୁଗାର ବା ପୋଷାକର ବାହାର ପାଖ ଓ ଭିତର ପାଖ — The outside and inside of a garment or cloth