ସଦର ବୋର୍ଡ୍ Sadara borḍ

  • ବୈଦେ. ବି (ଆ. ସଦର ଓ ଇଂ. ବୋର୍ଡ) — ପ୍ରଦେଶର ରାଜଧାନୀରେ ପ୍ରତିଷ୍ଠିତ ରାଜସ୍ୱ ସମ୍ପର୍କୀୟ ବିଷୟମାନଙ୍କର ସର୍ବପ୍ରଧାନ ବିଚାରକ ସମିତି — The Board of Revenue in the capital of a Province