ସଦର ଦେବାନି ଅଦାଲତ Sadara debāni adalata
- ବୈଦେ. ବି (ଆ. ସଦର+ଫା. ଦେୱାନୀ+ଅଦାଲତ) — ଇଂରେଜମାନେ ପ୍ରଥମେ ବଙ୍ଗ ବିହାର ଓଡ଼ିଶାର ରାଜସ୍ୱର ଇଜାରା (ଦେବାନୀ) ମୋଗଲ ବାଦସାହାଙ୍କଠାରୁ ନେବା ସମୟରେ କଲିକତାରେ ସ୍ଥାପିତ ହୋଇଥିବା ଦେବାନୀ ମକଦମାମାନଙ୍କ ବିଚାରାର୍ଥେ ସର୍ବୋଚ୍ଚ ଅଦାଲତ (ପରେ ଯାହା କଲିକତା ହାଇକୋର୍ଟରେ ପରିଣତ ହେଲା) — The name of the former highest civil court in Bengal, Bihar and Orissa, which has now been replaced by the Calcutta High Court