ସଦର ଦରୋଜା Sadara darojā

  • ବୈଦେ. ବି (ଆ. ସଦର ଓ ଦରୱାଜା) — ଘରର ଦାଣ୍ଡ ପାଖରେ ଥିବାର ଦ୍ୱାର; ଯେଉଁ ଦ୍ୱାର ବାଟେ ସଦରରୁ ବା ଦାଣ୍ଡରୁ ଲୋକ ଘର ଭିତରକୁ ଯାଆନ୍ତି — The main door or entrance of a house