ସଦର ଗୋମାସ୍ତା Sadara gomāstā
- ବୈଦେ. ବି—(ଆ. ସଦର ଓ ଫା. ଗୋମାସ୍ତା) — ଜମିଦାରଙ୍କ ବାସସ୍ଥାନରେ ବା ରାଜଧାନୀରେ ନିଯୁକ୍ତ ଗୁମାସ୍ତା ବା ମୋହରିର — The clerk at the sudder or headquarters
- ବୈଦେ. ବି—(ଆ. ସଦର ଓ ଫା. ଗୋମାସ୍ତା) — ପ୍ରଧାନ ଗୁମାସ୍ତା — Headmohorir
- ବୈଦେ. ବି—(ଆ. ସଦର ଓ ଫା. ଗୋମାସ୍ତା) — [ଦ୍ର—ଏହିପରି ସଦର ତହସିଲଦାର, ସଦର ମୋହରିର, ସଦର ପିଅନ, ଆଦି ଶବ୍ଦ ବ୍ଯବହୃତ ହୁଏ।]