ସଦର ଅମିନ ଆଲା Sadara amina ālā

  • ବୈଦେ. ବି—(ଫା.) — ମୋଗଲ ବାଦସାହାଙ୍କ ଅମଳରେ ଜିଲ୍ଲାର ସଦର ମହକୁମାରେ ନିଯୁକ୍ତ ଭୂମିସଂକ୍ରାନ୍ତ ବିଚାର ବିଭାଗର ପ୍ରଧାନ ହାକିମ — The chief Revenue Judge of a District under the Moghals