ସଦର ଅନ୍ଦର Sadara andara

  • ବୈଦେ. ବି—(ଆ; ବିପରୀତାର୍ଥ ସହଚର) — ଗୃହର ଦାଣ୍ଡପାଖ ଓ ସ୍ତ୍ରୀଲୋକମାନଙ୍କ ରହିବା ପାଖ — The outer and inner apartments of a house
  • ବୈଦେ. ବି—(ଆ; ବିପରୀତାର୍ଥ ସହଚର) — କୌଣସି ବସ୍ତୁର ବାହାର ପାଖ ଓ ଭିତର ପାଖ — Outside and inside of a thing