ସଦନୁଷ୍ଠାନ Sadanushṭhāna

  • ସଂ. ବି (କର୍ମଧା; ସତ୍+ଅନୁଷ୍ଠାନ) — ସତ୍କାର୍ଯ୍ୟ — Good work
  • ସଂ. ବି (କର୍ମଧା; ସତ୍+ଅନୁଷ୍ଠାନ) — ଲୋକହିତକର କାର୍ଯ୍ୟ ବା ଅନୁଷ୍ଠାନ — A work or establishment of public utility; a public institution