ସଦଂଶକ Sadaṁṡaka

  • ସଂ. ବିଣ (ସ=ସହିତ+ଦଂଶ=ଦାନ୍ତ+କ) — ଦନ୍ତଯୁକ୍ତ — Having tooth; toothed
  • ବି — କଙ୍କଡ଼ା — Carb
  • ବି — ସଣ୍ଡୁଆସି — Tong