ସଦଂଶ Sadaṁṡa

  • ସଂ. ବିଣ (ବହୁବ୍ରୀହି; ସ=ସହିତ+ଦଂଶ=ଦାନ୍ତ) — ଦନ୍ତଯୁକ୍ତ — Having teeth; toothed
  • ବି. — ସଣ୍ଡୁଆସି — A pair of tongs
  • ବି. — (କର୍ମଧା; ସତ୍+ଅଂଶ) ଉତ୍ତମଭାଗ — 1. A good portion