ସଦଂଶ ବଦନ Sadaṁṡa badana

  • ସଂ. ବି (ବହୁବ୍ରୀହି; ସଦଂଶ=ଦନ୍ତଯୁକ୍ତ ବଦନ ଯାହାର)—(ଏହାର ମୁହଁ ସଣ୍ଡୁଆସିପରି ଲମ୍ବ ଓ ବଙ୍କା ଥିବାରୁ) — କଙ୍କ ପକ୍ଷୀ; ବଢ଼ିଆକାଙ୍କ — Crane; heron