ସତ୍ୱାସତ୍ୱ ମକଦ୍ଦମା Satwāsatwa makaddamā

  • ଦେ. ବି (କଚିରିଆ) — ଯେଉଁ ମକଦ୍ଦମାରେ ସମ୍ପତ୍ତି (ବିଶେଷତଃ ଭୂସମ୍ପତ୍ତି)ରେ ବାଦୀ ପ୍ରତିବାଦୀ ଉଭୟଙ୍କ ମଧ୍ୟରୁ କାହାର ସତ୍ତ୍ୱ ଅଛି କାହାର ନାହିଁ, ଏହି ପ୍ରଶ୍ନର ମୀମାଂସା କରାଯାଏ — Title suit