ସତ୍ୱ ସାବ୍ୟସ୍ତ Satwa sābyasta

  • ଦେ. ବି. (କଚିରିଆ) — ସମ୍ପତ୍ତିରେ କୌଣସି ବ୍ଯକ୍ତିର ସ୍ୱତ୍ୱ ଥିବା ସମ୍ବନ୍ଧେ ଅଦାଲତଙ୍କ ଦ୍ୱାରା ବିଚାର ପୂର୍ବକ ନିର୍ଦ୍ଧାରଣ — Daclaration or establishment of one's title to a property by a court of justice