ସତ୍ୱ ବୁଡ଼ାଇବା Sattwa buṟḍ̠āibā
- ଦେ. କ୍ରି. (କଚିରିଆ) — ଅନ୍ଯ ବ୍ଯକ୍ତିର ସ୍ୱତ୍ୱକୁ ବା ସ୍ୱାମିତ୍ୱକୁ ଯବରଦସ୍ତି ଅଧିକାର ଦ୍ୱାରା ଲୋପ କରିବା — To extinguish a person's title by forcible possession
- ଦେ. କ୍ରି. (କଚିରିଆ) — [ଦ୍ର—କେତେ କାଳ ଅନ୍ୟର ସମ୍ପତ୍ତିକୁ ବଳପୂର୍ବକ ଅଧିକାର କଲେ ସମ୍ପତ୍ତିସ୍ୱାମୀଙ୍କର ଉକ୍ତ ସମ୍ପତ୍ତିରେ ସତ୍ୱ ବୁଡ଼ିଯାଏ ବା ସତ୍ୱଲୋପ ହୁଏ, ତାହା ତମାଦି ଆଇନରେ ନିର୍ଦ୍ଦିଷ୍ଟ ହୋଇଅଛି।]