ସତ୍ୱ ଉଦ୍ଭବ Satwa udbhaba

  • ଦେ. ବି. (କଚିରିଆ) — ଖରିଦ ବା ବହୁକାଳ ଦଖଲ ବା ଉତ୍ତରାଧିକାରିତ୍ୱ ବା ଦାନଗ୍ରହଣ କରିଥିବା ବ୍ଯକ୍ତିର ଉକ୍ତ ସମ୍ପତ୍ତିରେ ସ୍ୱତ୍ୱର ଉତ୍ପତ୍ତି — Accrual of title to land by purchase or long possession or inheritance or gift