ସତ୍ୟେନ୍ଦ୍ରନାଥ ଠାକୁର Satyendranātha ṭhākura
- ଦେ. ବି (ନାମ) — କଲିକତା ଶୋଭାବଜାରର ବିଖ୍ୟାତ ଠାକୁର ବଂଶୀୟ ଜମିଦାର ସ୍ୱର୍ଗୀୟ ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ସ୍ୱର୍ଗତ ଦ୍ୱିତୀୟ ପୁତ୍ର — The 2nd son of Maharshi Debendranāth Tagore; who was the first Indian who passed the I. C. S. examination in England and was District Magistrate and sessions Judge in the Bombay Presidency; and was the author of some Bengalee hymns
- ଦେ. ବି (ନାମ) — [ଦ୍ର—ଏ ବିଲାତକୁ ଯାଇ ସେଠାରେ 'ସିଭିଲ୍ ସର୍ଭିସ୍' ପରୀକ୍ଷାରେ ପାଶ୍ କରି ବୋମ୍ବାଇ ପ୍ରଦେଶରେ ଜିଲ୍ଲା ମାଜି— ଷ୍ଟ୍ରେଟ୍ ଓ ସେସନ୍ସ ଜଜ୍ ହୋଇଥିଲେ। ଭାରତୀୟମାନଙ୍କ ମଧ୍ୟରେ ଏ ପ୍ରଥମ "ସିଭିଲିଆନ୍" ଥିଲେ। ଏ ବଙ୍ଗୀୟ ସାହିତ୍ୟାନୁରାଗୀ ଥିଲେ ଓ ଅନେକଗୁଡ଼ିଏ ସୁଲଳିତ ବଙ୍ଗଳା ଭଜନ ରଚନା କରିଥିଲେ।]