ସତ୍ୟାଶ୍ରିତ Satyāṡrita

  • ସଂ. ବିଣ (ସତ୍ୟ+ଆଶ୍ରିତ) — ସତ୍ୟ ଯାହାକୁ ଆଶ୍ରୟ କରିଅଛି; ସତ୍ୟମୂଳକ — Based on truth
  • ସଂ. ବିଣ (ସତ୍ୟ+ଆଶ୍ରିତ) — (ଯଥା—ସତ୍ୟାଶ୍ରିତ ଘଟନା, ସତ୍ୟାଶ୍ରିତ ବର୍ଣ୍ଣନା।)