ସତ୍ୟାନୃତ Satyānṛuta
- ସଂ. ବିଣ—(ବିପରୀତାର୍ଥ ସହଚର ଶବ୍ଦ) — ସତ୍ୟ ଓ ମିଥ୍ୟା — True and false
- ସଂ. ବିଣ—(ବିପରୀତାର୍ଥ ସହଚର ଶବ୍ଦ) — ସତ୍ୟ ଓ ମିଥ୍ୟା ମିଶ୍ରିତ — Partly true and partly false
- ବି — ସତ ଓ ମିଛ କଥା — Truth and falsehood; mixture of truth and falsehood
- ବି — (ବହୁବ୍ରୀହି; ସତ୍ୟ ଓ ଅନୃତ ଅଛି ଯହିଁରେ)—ବାଣିଜ୍ୟ; ବ୍ଯବସାୟ — Trade; commerce
- ବି — [ଦ୍ର—ଏଥିରେ ସତ୍ୟର ଓ ମିଥ୍ୟାର ଆଶ୍ରୟ ନିଆ ନ ଗଲେ ଏହା ଚଳି ପାରେ ନାହିଁ।]