ସତ୍ୟାଗ୍ରହୀ Satyāgrahī

  • ଦେ. ବି ଓ ବିଣ — ଯେଉଁମାନେ ମହାତ୍ମା ଗାନ୍ଧିଙ୍କ ପ୍ରଚାରିତ ସତ୍ୟାଗ୍ରହ ବ୍ରତ ଅବଲମ୍ବନ କରିଅଛନ୍ତି — The followers of the doctrine of Satyāgraha preached by Mahātmā Gāndhi
  • ଦେ. ବି — ସତ୍ୟାଗ୍ରହୀ ସେନା (ଦେଖ) — Satyāgrahī senā (See)