ସତ୍ୟସନ୍ଧ Satyasandha

  • ସଂ. ବିଣ ପୁଂ (ବହୁବ୍ରୀହି; ସତ୍ୟ+ସନ୍ଧା=ପ୍ରତିଜ୍ଞା ଯାହାର) — ସତ୍ୟ ପ୍ରତିଜ୍ଞ; ସତ୍ୟ ପାଳନ କରିବା ନିମନ୍ତେ ଦୃଢ଼ପରିକର — One who has determined to keep his vows; true to one's vows
  • ସଂ. ବିଣ ପୁଂ (ବହୁବ୍ରୀହି; ସତ୍ୟ+ସନ୍ଧା=ପ୍ରତିଜ୍ଞା ଯାହାର) — ସଫଳ ପ୍ରତିଜ୍ଞ — One who has carried out his vow
  • ବି. ପୁଂ — ଭରତ — Bharata
  • ବି. ପୁଂ — (ପିତୃ ସତ୍ୟ ପାଳନ କରିଥିବାରୁ) ରାମଚନ୍ଦ୍ର — An epithet of Rāmachandra
  • ବି. ପୁଂ — ରାଜା ପରୀକ୍ଷିତଙ୍କ ପୁତ୍ର— ଜନମେଜୟ — Janamejaya; a king of the Lunar Dynasty
  • ବି. ପୁଂ — [ଦ୍ର—ପିତୃହନ୍ତା ତକ୍ଷକ ନାଗର ବଂଶ ଲୋପ କରିବା ପାଇଁ ଏହାଙ୍କ ପିତାଙ୍କ କରିଥିବା ସତ୍ୟକୁ ଏ ପାଳନ କରିଥିଲେ।]